Publications

ଏକାଡେମୀ ଏକ ମାସିକ ଓଡିଆ ପତ୍ରିକା “ବିଜ୍ଞାନ ଦିଗନ୍ତ” ନାମରେ ଲୋକପ୍ରିୟ ବୈଜ୍ଞାନିକ ବିଷୟ ଓ ବୈଷୟିକ ଜ୍ଞାନକୌଶଳର ବିକାଶ ଉପରେ ପ୍ରବନ୍ଧ ପ୍ରକାଶ କରେ ଯାହା +୨ ସ୍ତରର ବିଦ୍ୟାର୍ଥୀଙ୍କ ପାଇଁ ବିଶେଷ ଉପାଦେୟ ହୋଇଥାଏ ।